Skip to main content

ଏମଜିଏନଆରଇଜିଏସ ମାମଲା

Content Not Available

ଏମଜିଏନଆରଇଜିଏସ ମାମଲା

ଚଳିତ ବର୍ଷ ଏମଜିଏନଆରଇଜିଏ ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ପାଇଁ ଓଡିଶା ରାଜ୍ୟ ଭିଜିଲାନ୍ସ ଦ୍ୱାରା ମୋଟ ୧୦ ଟି ମାମଲା ପଞ୍ଜିକୃତ ହୋଇଛି। ୨ ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି ଏବଂ ୮ ଟି ମାମଲାରେ ତଦନ୍ତ ଚାଲିଛି।

ସେହିଭଳି ଏହି ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ସଂପର୍କରେ ୧୪ ଟି ଅନୁସନ୍ଧାନ କରାଯାଇଥିଲା। ଏଥିମଧ୍ୟରୁ ୨ ଟି ଅନୁସନ୍ଧାନ ଅପରାଧିକ ମାମଲାରେ ପରିଣତ ହୋଇଛି ଏବଂ ୧୦ ଟି ଅନୁସନ୍ଧାନ ଚାଲିଛି |

୨୦୧୪ ମସିହାରେ, ୧୦ ଜଣ ଅଧିକାରୀ ଏବଂ ୩ କର୍ମଚାରୀଙ୍କ ବିରୋଧରେ ଏମଏନଆରଇଜି ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ପାଇଁ ୭ ଟି ମାମଲା ପଞ୍ଜିକୃତ ହୋଇଛି। ୨ ଅଧିକାରୀଙ୍କ ବିରୋଧରେ ୧ ଟି ମାମଲାରେ ଚାର୍ଜସିଟ୍ ରଖାଯାଇଛି | ୬ ଟି ମାମଲାର ତଦନ୍ତ ଚାଲିଛି।

୨୦୧୪ ମସିହାରେ, ଏମଏନଆରଇଜି ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ପାଇଁ ୧୧ ଟି ଫାଇଲ ଅନୁସନ୍ଧାନ ପଞ୍ଜିକୃତ ହୋଇଛି | ୭ ଟି ଫାଇଲରେ ଅନୁସନ୍ଧାନ ଚାଲିଛି, ୩ ଟି ଫାଇଲକୁ ଅପରାଧିକ ମାମଲାରେ ରୂପାନ୍ତର କରାଯାଇଥିବାବେଳେ ଗୋଟିଏରେ ଫାଇଲ ଅନୁସନ୍ଧାନ ବିଭାଗୀୟ ପ୍ରକ୍ରିୟା ସୁପାରିଶ କରାଯାଇଛି |